accident ଅଟୋକୁ ଧକ୍କା ଦେଲା ଟିପ୍ପର; ଜଣେମୃତ, ୩ ଗୁରୁତର Sukanta NayakFebruary 17, 2025 କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତର ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ…
ଘାଟି ତଳକୁ ଖସିଲା CRPF ଯବାନ ଗାଡ଼ି ଜମ୍ମୁ କାଶ୍ମୀରର: ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି । କଣ୍ଡୱା ଅଞ୍ଚଳ ବସନ୍ତଗଡ଼ଠାରେ CRPF ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ…
୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମୃତଦେହ ଠାବ ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ)ର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍…