ଅପରାଧ ଏଟି ମାମଲାରେ ଚାର୍ଜଫ୍ରେମ୍ Sukanta NayakNovember 26, 2024 ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍ କରିଛି EDବେଆଇନ ଅର୍ଥ କାରବାର ନେଇ ଖୋଳତାଡ଼ କରୁଥିଲା ED
ମହିଳା ହୋମଗାର୍ଡ କନଷ୍ଟେବଳ ଙ୍କ ନାମରେ ଆଣିଲେ ଅସଦାଚରଣ ଅଭିଯୋଗ | –ମହିଳା ହୋମଗାର୍ଡ ଆଣିଲେ କନଷ୍ଟେବଳ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ | –ମହିଳା ହୋମଗାର୍ଡ କୁ ଅସଦାଚରଣ କରିଛନ୍ତି କନଷ୍ଟେବଳ | –ମାମଲା କୁ ଚାପାଇବା ପାଇଁ…
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା ଫୋକସ ପ୍ଲସ(ବ୍ୟୁରୋ): ବ୍ଲାକମେଲିଂ କ୍ୱିନ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା । ଜଗବନ୍ଧୁଙ୍କ ପକ୍ଷରୁ ପୂର୍ବରୁ ଯେଉଁ ଆଗୁଆ ଜାମିନ ଆବେଦନ କରିଥିଲେ, ଆଉ…
ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣା, ଜଣକୁ କୋର୍ଟ ଚାଲାଣ କଲା ପୋଲିସ ଫୋକସ ପ୍ଲସ(ଗଣିଆ): ଗଣିଆ ଥାନା ଅନର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଜଣେ ଯୁବକକୁ ଗୁଳିକରି ହତ୍ୟା ଘଟଣାରେ ସୋମବାର ଅପରାହ୍ନରେ ଜଣକୁ କୋର୍ଟ ଚାଳାଣ କରାଯାଇଛି…