ଅପରାଧ ଏଟି ମାମଲାରେ ଚାର୍ଜଫ୍ରେମ୍ Sukanta NayakNovember 26, 2024 ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍ କରିଛି EDବେଆଇନ ଅର୍ଥ କାରବାର ନେଇ ଖୋଳତାଡ଼ କରୁଥିଲା ED
ବନ୍ଦକୋଠରୀ ରୁ ଗଳିତ ଶବ ଉଦ୍ଧାର, ପର୍ଦାଫାସ କଲା ପୋଲିସ ଫୋକସ ପ୍ଲସ(କୋଟପାଡ଼)୧/୦୮/ ୨୦୨୨: କୋଟପାଡ଼ ସହର ର ୧୧ନମ୍ବର ୱାର୍ଡ ମିଶନ କମ୍ପାଉଣ୍ଡ ..ବସ୍ତି ରଏକ ବନ୍ଦ କୋଠରୀ ମଧ୍ୟରୁ ଗତ ଶୁକ୍ରବାର ଦିନ ପରିତ୍ୟକ୍ତ ଅବସ୍ଥା…
ବିଲ ମଝିରେ ନବଜାତ ଶିଶୁର ମୃତ ଦେହ। ଫୋକସ ପ୍ଲସ 1/12/22 (ଖୋର୍ଦ୍ଧା): ବିଲ ମଝିରେ ପଡ଼ି ରହିଛି ନବଜାତ ଶିଶୁର ମୃତ ଦେହ। ଆଜି ସକାଳୁ ସକାଳୁ ଚାଷୀମାନେ ଜମିକୁ ଯାଇ ଧାନ କାଟୁଥିବା…
ସନ୍ଧେହ ଘେରରେ ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ମୃତ ଅଭିନେତା ରାହୁଲଙ୍କ ପତ୍ନୀ ତାଳସାରୀ ଥାନାରେ ଅଭିଯୋଗ କରିଛନ୍ତି।ମୃତ ରାହୁଲଙ୍କ ପତ୍ନୀ ପ୍ରିୟଙ୍କା ଏବଂ…