Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା? ଆଜି ଲୋକସଭାରେ ବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ଦେଶରେ କରୋନା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରି…
ଶୁଣିଲାନି ପ୍ରଶାସନ, ମଦ ମାଫିଆଙ୍କୁ ଜବାବ ଦେଲେ ମହିଳା ଫୋକସ ପ୍ଲସ 18/3/23(ବ୍ୟୁରୋ): ଶୁଣିଲାନି ପ୍ରଶାସନ ,ମଦ ମାଫିଆଙ୍କୁ ଜବାବ ଦେଲେ ଗାଁ ମହିଳା,ମଦ ମାଫିଆଙ୍କ ପାଇଁ ତାତିଛନ୍ତି ମହିଳା ଗ୍ରୁପ୍ ଆଉ ଭାଙ୍ଗିଛନ୍ତି ବେଆଇନ ମଦ…
ସବୁଥାଇ ବି ବେସାହାରା ଚମ୍ପା ଫୋକସ ପ୍ଲସ 13/3/23(ବ୍ୟୁରୋ): ବୁଢୀ ମାଉସୀ ଆଖିରୁ ଲୁହ ଶୁଖୁନି । ବୟସ ହେଇଗଲାଣି ତ । ଆଉ ଆଖିକୁ ବି ଭଲଭାବରେ ଦିଶୁନି । ଅଣ୍ଡାଳି…