Breaking news ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର- Sukanta NayakJuly 23, 2025 ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାରଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତାଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରିସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରି
ସଞ୍ଜ ସଳିତା ନିଆଁରେ ଜଳି, ମହିଳା ଓ ବୃଦ୍ଧାଙ୍କ ମୃତ୍ୟୁ ଫୋକସ ପ୍ଲସ (କୋଣାର୍କ)୨୫/୦୬/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ଗଣେଶ୍ବରପୁର ଗାଁରେ ଗତ ୨୩ ତାରିଖ ଦିନ ବୁଲବୁଲ୍ ମଲ୍ଲିକ ନାମକ ୩୪ ବର୍ଷୀୟ ଜଣେ ମହିଳା…
ଝିମିଟି ଖେଳରୁ ମହାଭାରତ ଫୋକସ ପ୍ଲସ 27/5/22(କଟକ): ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସର ରେ ୩ ଜଣ ଯୁବକ ମଦ ପାନ କରି…
ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଲଜ୍ୟା।ମହିଳାଙ୍କୁ ଗଣ ଧର୍ଷଣ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଲଜ୍ୟା।ମହିଳାଙ୍କୁ ଗଣ ଧର୍ଷଣ (ଦୁଷ୍କର୍ମ) ପରେ ମହିଳାଙ୍କ ଚୁଟି କାଟି ତାଙ୍କ ମୁଁହରେ କାଳି ବୋଳା ଯାଇଥିଲା। ତେବେ ଗଣତନ୍ତ୍ର ଦିବସରେ ରାଜଧାନୀ…