ଶିକ୍ଷା ସବୁ ସ୍କୁଲରେ ଲାଗିବ CCTV: ମନ୍ତ୍ରୀ Sukanta NayakJuly 23, 2025 CBSE ସ୍କୁଲ୍ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTVସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାରରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଅନ୍ଧାରରେ ଖାତା ମୂଲ୍ୟାୟନ ଓ ପରୀକ୍ଷା ଫୋକସ ପ୍ଲସ (ନବରଙ୍ଗପୁର)୨୨/୦୬/୨୦୨୨:ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ସାଙ୍ଘାତିକ ବ୍ୟବସ୍ଥା । ଖାତା ମୂଲ୍ୟାୟନ ସମୟର ମୂଲ୍ୟାୟନ କେନ୍ଦ୍ର ଅନ୍ଧାର କୁ ନେଇ ଦେଖାଦେଇଛି ବିଭ୍ରାଟ।…
ମୁନ୍ନାଭାଇ ଏମବିମିଏସ୍ ଫିଲ୍ମ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା ଫୋକସ ପ୍ଲସ (ବ୍ୟୁରୋ)୨୦/୦୭/୨୦୨୨: ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ଏକ୍ସପର୍ଟ ମୁନ୍ନାଭାଇ ଏମବିମିଏସ୍ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା । ମେଡିକାଲ ସିଟ୍…
ଖୋଲା ପଡିଆରେ ପଡ଼ିଛି ସର୍ବଶିକ୍ଷା ଅଭିଯାନର ପୋଷାକ | ଫୋକସ ପ୍ଲସ ୨୬/୧/୨୩(କରଞ୍ଜିଆ):ବିତରଣ କରିବା ବଦଳରେ ଜନଶୁନ୍ୟ ଜଙ୍ଗଲରେ ଫୋପାଡି ଦେଇଛନ୍ତି ପୁଳାପୁଳା ସ୍କୁଲ ପୋଷାକ। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ…