ବାଣିଜ୍ୟ ସୁନା କିଣିବାକୁ ଡର ଲାଗୁଛି! Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଫେବୃୟାରୀ ୨୧ ତାରିଖ ରେ ବିଧାନସଭା ବଜେଟ ଅଧିବେଶନ ଫୋକସ ପ୍ଲସ 02/02/2023(ଭୁବନେଶ୍ୱର) ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବକୁଯାଉଛି। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨…
ଶାରଦୀୟ ଅମୃତ କୁମ୍ଭ ବିଜେତା ଘୋଷଣା କଲା ଟିପିଏନଓଡିଏଲ | ବାଲେଶ୍ୱର28/12/23(ଫୋକସ ପ୍ଲସ); ଶାରଦୀୟ ଅମୃତ କୁମ୍ଭ’ ଅଫରର ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରିଛି ଟିପିଏନଓଡିଏଲ।ଦୁର୍ଗାପୂଜା ଅବସରରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଫର ଉପଲବ୍ଧ କରାଯାଇଥିବାବେଳେ…
ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ ବଜେଟ – ୨୦୨୨-୨୩…. ୫ ଟି ରାଜ୍ୟରେ ନିର୍ବାଚନ ଥିବା ଯୋଗୁଁ ଏଥର ବଜେଟରେ ଜନସାଧାରଣ ବହୁତ କିଛି ଆଶା କରୁଥିଲେ। କିନ୍ତୁ, ଏହି ବଜେଟ ଲୋକଙ୍କୁ…