Breaking news ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିପାତ Sukanta NayakFebruary 1, 2025 ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଛନ୍ତି। ବିଜାପୁର ଜିଲା ଗାଙ୍ଗାଲୁରରେ ତଲାସି ଅଭିଯାନ ଜାରି ରହିଛି।
ହାତୀର ଆକ୍ରମଣରେ ହାତୀ ମୃତ୍ୟୁ ଫୋକସ ପ୍ଲସ ୧୧/୬/୨୨ (ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ହଦଗଡ ହସ୍ତୀ ଅଭୟାରନ୍ୟ ରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ଯୁ ଘଟିଛି। ଗତକାଲି ବିଳମ୍ବିତ…
ବିକାଶ ନାମରେ ମହିଳାଙ୍କୁ ପ୍ରତାରଣା : ଇନ୍ଦିରା ଆବାସ କେବେ? ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ଜୈନିକା ମହିଳାଙ୍କୁ ଇନ୍ଦିରା ଆବାସ ଯୋଜନା ଯୋଗାଇ ଦେବାକୁ ଖୋଦ୍ ସରକାରୀ ବାବୁମାନେ ପ୍ରତିଶ୍ରୁତିଦେଇ ପରେ ପ୍ରତାରଣା…
ମାଆ ପେଟରୁ ଛୁଆ ଗାଏବ ଫୋକସ ପ୍ଲସ 22/3/23(ବ୍ୟୁରୋ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବୀରନପାଲିରୁ ବନ୍ଧୁ ଙ୍କ ଧର୍ମପତ୍ନୀ କୌଶଲ୍ୟା ଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା ।ସ୍ବାସ୍ଥ୍ୟକେନ୍ଦ୍ରରୁ ଛୁଆ ଗାଏବକୁ ନେଇ…