Breaking news ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିପାତ Sukanta NayakFebruary 1, 2025 ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଛନ୍ତି। ବିଜାପୁର ଜିଲା ଗାଙ୍ଗାଲୁରରେ ତଲାସି ଅଭିଯାନ ଜାରି ରହିଛି।
ନଦୀରେ ଖସି ଯୁବକଙ୍କ ର ମୃତ୍ୟୁ ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୨୭/୦୬/୨୦୨୨: ନଦୀରେ ଅସାବଧାନତା ହେତୁ ଗୋଡ ଖସି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି |କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଗଗୁଆ ପଞ୍ଚାୟତ ବଡରାହାମା…
ହୋଲିରେ ଚାଲିଗଲା ଦୁଇ ସାଙ୍ଗ ଙ୍କ ଜୀବନ ଫୋକସ ପ୍ଲସ 9/3/2023(ବ୍ୟୁରୋ): ପ୍ରୀତିପୁର ମାଂସଡ଼ା ରାସ୍ତାର ସିମଚତୁରୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ବେଳେ,ଦୁଇଜଣ…
ଖୁବ୍ଶୀଘ୍ର ପ୍ରକାଶ ପାଇବ CBSE ରେଜଲ୍ଟ ! ଜାଣନ୍ତୁ, କେମିତି ଡିଜିଲକର୍ରୁ ପାଇବେ ମାର୍କସିଟ୍ ? ଫୋକସ ପ୍ଲସ 11/5/23(ବ୍ୟୁରୋ): ଖୁବ୍ଶୀଘ୍ର ସିବିଏସ୍ଇ(Central Board of Secondary Education-CBSE) ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି…