ହାଇୱା ଧକ୍କାରେ ବାଇକ ଚାଳକ ମୃତ ।


ଫୋକସ ପ୍ଲସ (ବାଲେଶ୍ୱର )ହାଇୱା ଧକ୍କାରେ ବାଇକ ଚାଳକ ମୃତ ।
ମଦ୍ୟପ ହାଇୱା ଡ୍ରାଇଭର ବାଇକ୍ ଚାଳକଙ୍କୁ ଧକ୍କାଦେଇ ଫେରାର ବେଳେ ହାଇୱା ସହ ଡ୍ରାଇଭର ଅଟକ ।
ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ହୋଟେଲ ନିକଟରେ ହାଇୱା ଓ ବାଇକ୍ ଦୁର୍ଘଟଣା ।ବାଇକ ଆରୋହୀ ଗିରିଶ ପାଣିଗ୍ରାହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ଘଟଣାସ୍ଥଳରୁ ଶବକୁ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ।

Leave a Reply

Your email address will not be published. Required fields are marked *