ରାଜ୍ୟ ୨୮ରେ ସମ୍ବଲପୁର ଆସିବେ ଶାହ Sukanta NayakDecember 22, 2024 -ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ-ସୂଚନା ଦେଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର-‘ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ’-‘ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ’
ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ବିଜେପି ନେତା ଫୋକସ ପ୍ଲସ(ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ବିଜେପି ନେତା ବିଜୟ ମହାପାତ୍ର lରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରେସମିଟରେ ଦାବି ଉଠାଇଲେ lନିକଟରେ କୋର୍ଟଙ୍କ ନିର୍ଦ୍ଦେଶରେ…
ଲକ୍ଷ୍ମୀ ବସ ଭିତରେ ଆକ୍ରମଣ କଲେ ଦୁର୍ବୃତ୍ତ ପୁରୀ: ପୁରୀ ଜିଲ୍ଲା କଣାସରେ ଲକ୍ଷ୍ମୀ ବସ୍ ଭିତରେ ୭ ଯାତ୍ରୀଙ୍କୁ ନିର୍ମମ ଭାବେ ହାଣି ପକାଇଲା ଜଣେ ଯୁବକ । ପୁରୀ କଣାସରେ ଜଘନ୍ୟ କାଣ୍ଡ…
ଜୟଙ୍କ ବିରାଟ ବିଜୟ ସରିଲା ଶେଷ ରାଉଣ୍ଡ, ଆସିଲା ଫଳାଫଳ।ସର୍ବାଧିକ ଭୋଟରେ ଜୟଙ୍କ ବିରାଟ ବିଜୟ।ବିଜେପିର ବଡ଼ ସଫଳତା।୧୨୨୮୯୮ ଖଣ୍ଡ ଭୋଟ୍ ରେ ବିଜେପିର ବିଜୟ।୩୯୯୮୭ ଭୋଟ୍ ରେ ଦ୍ୱିତୀୟ କଂଗ୍ରେସ।୩୮୦୧୧ରେ…