ପାଣିପାଗ ସୂଚନା ୬ରେ ଖୋଲିବ ହୀରାକୁଦ ଡ୍ୟାମ୍ Sukanta NayakJuly 3, 2025 ଆସନ୍ତା ୬ରେ ଖୋଲିବ ହୀରାକୁଦ ଡ୍ୟାମ୍ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ପୂଜାର୍ଚ୍ଚନା ପରେ ଖୋଲିବ ହୀରାକୁଦ ଗେଟ୍ କ୍ଲିକ କରି ଦେଖନ୍ତୁ ଦମ୍ ଦାର ଖବର
ଆଜିଠାରୁ ବର୍ଷା ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଥିବା ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତକାଲି ସକାଳ…
ଆଗାମୀ ୩ ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ କୁହୁଡ଼ି ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ…
ଉବୁଟୁବୁ ରାଜଧାନୀ ଦିଲ୍ଲୀ : ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ପୂରା ବେହାଲ। ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏବେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷକରି…