ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ଗାଁ ରେ ପଶିଲା ଵନ୍ୟା ଜଳ ଫୋକସ ପ୍ଲସ(କୋଣାର୍କ)୧୬/୦୮/୨୦୨୨: କୁଶଭଦ୍ରା ନଦୀ ନେତପୁର ଠାରେ ଥିବା ପାଇକସାହି ତିନିମୁହାଣି ଶଙ୍ଖ ଭାଙ୍ଗି ଵନ୍ୟା ଜଳ ଗ୍ରାମ ଭିତରେ ପଶିଵାରେ ଲାଗିଛି। ଗ୍ରାମବାସୀଙ୍କ କହିବାମୁତାବକ ଦୀର୍ଘ…
ଜବର ଦଖଲକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଫୋକସ ପ୍ଲସ(ମାଲକାନଗିରି) ୩୧/୦୭/ ୨୦୨୨:ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ପୌର ପରିଷଦ ପକ୍ଷରୁ ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପୌରଅଧିକାରୀ ଓ କର୍ମଚାରୀଙ୍କ ମାନେ…
କର୍କଟ ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ଫୋକସ ପ୍ଲସ 15/4/23(ବ୍ୟୁରୋ): କର୍କଟ ଚିକିତ୍ସା ପାଇଁ ଆବିଷ୍କାର ହୋଇଥିବା ଆୟୁର୍ବେଦିକ ଔଷଧର କ୍ଲିନିକାଲ୍ ଟେଷ୍ଟ ହେବାକୁ ଯାଉଛି । କେନ୍ଦ୍ରୀୟ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା…