ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
୩୦ ମଇଁଷି ଉପରେ ମାଡିଗଲା ଟ୍ରେନ ରାୟଗଡା I ଫୋକସ ପ୍ଲସ 24/4(ରାୟଗଡା) ଟ୍ରେନ ଧକ୍କାରେ ମଇଁଷି ପଲର ୩୦ରୁ ଉର୍ଦ୍ଧ ମଇଁଷିଙ୍କ ହୋଇଛି ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ…
ରାଜ୍ୟରେ ଆହୁରି ବଢିବ ଥଣ୍ଡା ରାଜ୍ୟରେ ଆହୁରି ଥଣ୍ଡା ବଢିବ। ଆସନ୍ତାକାଲି ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଖସିବ। ଫୁଲବାଣୀ, କୋରାପୁଟ ଭଳି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ…
ପୋଲିସ୍ ଫାଶରେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ ଫୋକସ ପ୍ଲସ(ବ୍ୟୁରୋ):ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଗିରଫ ପୋଲିସ୍ ଗିରଫ କରିଛି ।ଫେରାର୍ ଥିବା ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଗିରଫ । ଆଜି…