ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ I ଫୋକସ ପ୍ଲସ 9/5/22 (ଗଞ୍ଜାମ):ଶେରଗଡ଼ ବ୍ଲକ ର ବର ମୁଣ୍ଡଳୀ ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀ ଙ୍କୁ…
ଏ ସିଜିନ ଯାତ୍ରା କରିବେନି ପିୟୁଷ , ବିଶ୍ରାମ ନେବେ ଯାତ୍ରାପାର୍ଟି ଓ ପିୟୁଷ ଙ୍କ ବିବାଦରେ ପଡ଼ିଲା ପୂର୍ଣ୍ଣ ଛେଦ । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା…
ବ୍ରଦରହୁଡ ଫାଉଣ୍ଡେସନ ଓ ସରପଞ୍ଚ ଙ୍କ ସହାୟତରେ ଲାଗିଲା ଗାଈର କୁତ୍ରିମ ଗୋଡ଼ ଫୋକସ ପ୍ଲସ (ରଗଡି): ସରପଞ୍ଚଙ୍କ ମହାନତା |ଦେଖି ପାରିଲେନି ନିରୀହ ପଶୁର କଷ୍ଟ |ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣଜ୍ଯୋତି…