ମୁଖ୍ୟ ଖବର ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ Sukanta NayakJanuary 29, 2025 ସମ୍ବଲପୁର ବନଖଣ୍ଡ ଯାଦୁଲୁଇସିଂହ ଆମପଡ଼ାରେ ମୃତ୍ୟୁକେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ଅସ୍ପଷ୍ଟହାତୀମୃତ୍ୟୁ ନେଇ ଘଟଣାସ୍ଥଳରେ ବନବିଭାଗର ତଦନ୍ତ
ଜଗନଙ୍କ ବିରୋଧରେ ରୁଜୁ ହେଲା ମାମଲା ବିବାଦରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରସାଦ ରୂପରେ ଦିଆଯାଉଥିବା ପ୍ରସିଦ୍ଧ ତିରୁପତି ଲଡ଼ୁ। କିଛିଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଲଡ଼ୁରେ ପଶୁ…
ଆସିଗଲା ବଜେଟ୍ ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ର ବଜେଟ୍ | ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିବା ସହ ବଜେଟ୍ ଉପସ୍ଥାପନ କରିଛନ୍ତି।…
ମେଡିକାଲ ବେଡ଼ରେ ସ୍ୱାମୀ, ସ୍ତ୍ରୀ ପିନ୍ଧୁଛି ପ୍ରେମିକ ହାତରୁ ସିନ୍ଦୂର ଫୋକସ ପ୍ଲସ 14/3/23(ବ୍ୟୁରୋ): ପ୍ରେମ ଦେଖିଲାନି ଶଙ୍ଖା ସିନ୍ଦୁର । ପ୍ରେମିକ ପାଇଁ ସ୍ୱାମୀକୁ ଭୁଲିଲା । ଯାହାକୁ ବେଦୀରେ ବସି ସାତଜନ୍ମ ପାଇଁ ସାଙ୍ଗରେ ରହିବ…