ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ଅବକାରୀ ପୋଲିସ ପରିଚୟ ଦେଇ ଚାଲିଥିଲା ବଟି ଆଦାୟ ଫୋକସ ପ୍ଲସ(ଡେରାବିଶ) ୩୧/୦୭/ ୨୦୨୨:ଆଜି କାଲି ଦିନକୁ ଦିନ ଡେରାବିଶ ବ୍ଲକ ହରିଅଙ୍କରେ ବିଭିନ୍ନ ଆଶ୍ଚର୍ଯ୍ୟକର ଓ ଅଜବ ଘଟଣା ଦେଖିବାକୁ ମିଳୁଛି. କିଏ ନିଜକୁ ଠାକୁରାଣୀ…
ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଫୋକସ ପ୍ଲସ (ଢେଙ୍କାନାଳ) ୦୨/୦୭/୨୦୨୨:ବୃକ୍ଷ ହିଁ ଜୀବନ, ବିନା ଗଛରେ ସୃଷ୍ଟି ବଞ୍ଚିରହିବା ଅସମ୍ଭବ I ଆଜିର ପୃଥିବୀର ଉଷ୍ମତା କେବଳ ଜଙ୍ଗଲ ନଷ୍ଟ ହେଉଛି ମୁଖ୍ୟ…
ଟ୍ରାକ୍ଟର ବୋଲେରୋ ମୁହାଁମୁହିଁ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ଭମରପଡ଼ା ନିକଟରେ ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଏକ ଧଳାରଙ୍ଗର…