ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ହୋ ଭାଷାକୁ ଦ୍ଵିତୀୟ ରାଜଭାଷା ମାନ୍ୟତା ଦାବି || ଫୋକସ ପ୍ଲସ 17/12/2022( ରାଇରଙ୍ଗପୁର): ଓଡ଼ିଶାରେ 15 ଲକ୍ଷରୁ ଅଧିକ ହୋ ଭାଷାଭାଷୀ ବସବାସ କରୁଛନ୍ତି ।ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର,ଯାଜପୁର,ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାରେ ଏହି ସଂପ୍ରଦାୟର ଲୋକେ…
ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ଅଧିକ ବଢୁଛି ଭୁବନେଶ୍ୱର, ୨୯/୦୭: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ | ଆଜ୍ଞା ହଁ, କିଛି ଏପରି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ | ବିଧାନସଭାରେ ମୁକେଶ…
ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ଦେଇଛନ୍ତି ଆଜି ବଡ ସୂଚନା ଏହାସହିତ…