ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଫୋକସ ପ୍ଲସ(ଜଗତସିଂ) ୩୧/୦୭/ ୨୦୨୨:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସାଂପୂର୍ ପଞ୍ଚାୟତର ମଇଉଦିନ ପୂର୍ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସରପଞ୍ଚଙ୍କ…
ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର, ବିବାହ ବାତିଲ । ଫୋକସ ପ୍ଲସ 26/2/23(ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଏକ ଘଟଣା ଘଟିଛି l ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ…
ବର୍ଷା ପାଇଁ ବେହାଲ ହେଉଛି ପରିସ୍ଥିତି ଫୋକସ ପ୍ଲସ (କୋଣାର୍କ): ଅସରାଏ ବରଷା ରେ ପରିସ୍ଥିତି ପୁରାପୁରି ବେହାଲ । ପାଣିରେ ଉବୁଟୁବୁ ପୁରା ବସ୍ତି।ଏବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି…