ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ପ୍ରାଥମିକ ଶିକ୍ଷକ ସଙ୍ଗଠନ ର ସାମ୍ବାଦିକ ସମ୍ମିଳନୀ ଫୋକସ ପ୍ଲସ(ନୟାଗଡ଼) ୨୯/୦୭/ ୨୦୨୨: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଗଠନ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ।ସଂଘର ସଭାପତି…
ମନଗଢ଼ା ନିୟୁଜ ପ୍ରକାଶନକୁ ବିରୋଧ କରି କିଛି ନିର୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଧୁରି ଜିବାକୁ ଚେତାବନୀ ଦେଲେ ପଙ୍କପାଳ ଗ୍ରାମବାସୀ | ଯାଜପୁର14/11/2023; କଲିଙ୍ଗନଗର କାୟା ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତାକରି ବହୁ ସରକାରୀ ପ୍ରକଳ୍ପ ର ଶୁଭ ଆରମ୍ଭ କରିଥିବା ଯୋଗୁଁ ବହୁ ସ୍ଥାନଗୁଡିକ ରେ ପ୍ରକଳ୍ପ…
ଓଲଟିଲା ରଙ୍ଗ ବୋଝେଇ ଅଟୋ । ଫୋକସ ପ୍ଲସ 6/12/2022(ଅନୁଗୁଳ): ଅନୁଗୋଳ ର ସ୍ଥାନୀୟ ଜଗଦେବ୍ ମାର୍କେଟ ଛକ ନିକଟରେ ମଙ୍ଗଳବାର ସକାଳେ ଏକ କାର ଧକ୍କା ଦେବାରୁ ଓଲଟିଲା ରଙ୍ଗ ବୋଝେଇ ଅଟୋ…