ଅପରାଧ ଟାୱାର ଉପରୁ ଡେଇଁଲେ ଯୁବକ Sukanta NayakJanuary 12, 2025 ବଲାଙ୍ଗିରରେ ଟେଲିକମ ଟାୱାର ଉପରୁ ଡେଇଁଲେ ଯୁବକଘରୋଇ ଝଗଡ଼ା ଯୋଗୁଁ ନିରାକାର ଶବରଙ୍କ ଆତ୍ମହତ୍ୟା ସନ୍ଦେହବେଲପଡ଼ା ଥାନା ନୁନହାଡ଼ ଗାଁର ଘଟଣା
ମଦ ବ୍ୟବସାୟୀଙ୍କ ଠାରୁ ଲୁଟ ଫୋକସ ପ୍ଲସ(କୋରାପୁଟ)୦୭/୦୮/୨୦୨୨ : କୋରାପୁଟ ଜିଲ୍ଲା ନନ୍ଦପୁର ମଦ ବ୍ୟବସାୟୀ କରୁଥିବା କର୍ମଚାରୀଙ୍କୁ ମାରପିଟ କରି ପଇସା ଓ ସୁନା ଅଳଙ୍କାର ଲୁଟ ହୋଇଥିବା ଥାନାରେ ଏକ…
କ୍ରସର ମାଲିକଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ଫୋକସ ପ୍ଲସ: ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରବିବାର ସନ୍ଧ୍ୟା ସମୟରେ ଆତ୍ମହତ୍ୟାର ଖବର ପାଇ ସେମିଳିଗୁଡା ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ…
ଶୋଷ ମେଣ୍ଟାଇ ପାରୁନାହାନ୍ତି ସରପଞ୍ଚ ଫୋକସ ପ୍ଲସ (ବନ୍ତ)୨୭/୦୬/୨୦୨୨: ଫେଲ୍ ମାରିଚି ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ପ୍ରଶାସନ ପାଣି ଟିକିଏ ପାଇଁ ନାଇ ନଥିବା…