ଅପରାଧ ଟାୱାର ଉପରୁ ଡେଇଁଲେ ଯୁବକ Sukanta NayakJanuary 12, 2025 ବଲାଙ୍ଗିରରେ ଟେଲିକମ ଟାୱାର ଉପରୁ ଡେଇଁଲେ ଯୁବକଘରୋଇ ଝଗଡ଼ା ଯୋଗୁଁ ନିରାକାର ଶବରଙ୍କ ଆତ୍ମହତ୍ୟା ସନ୍ଦେହବେଲପଡ଼ା ଥାନା ନୁନହାଡ଼ ଗାଁର ଘଟଣା
ତଳେ କଇଁଛ ଉପରେ ଅଣ୍ଡା ଝୁକେଗା ନହିଁ,କଇଁଛ ଚୋରୀ କରେଗା ପୁଷ୍ପା ଫିଲ୍ମ ଷ୍ଟାଇଲ୍ ରେ ଚୋରା କଇଁଛ ଚାଲାଣ, ଟାଟା ମ୍ୟାଜିକ ଗାଡି ସହ 139 କଇଁଛ ଜବତ ଜଣେ ଗିରଫ ଆନ୍ଧ୍ର ରୁ ଓଡିଶା ର…
ବୃଦ୍ଧ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହାରାଷ୍ଟ୍ରରେ ହସ୍ପିଟାଲ ୱାର୍ଡ ବାଳକଙ୍କୁ ଗିରଫ କରାଯାଇଛି ଡୋମ୍ବିଭଲିରେ ଜଣେ ବୃଦ୍ଧ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହାରାଷ୍ଟ୍ରର ଏକ ହସ୍ପିଟାଲ ୱାର୍ଡ ବାଳକକୁ ଗିରଫ କରାଯାଇଛି। ବୁଧବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ…
ମଟନ୍ ପାଇଁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ୩ ଜଣ ଉତ୍ତରପ୍ରଦେଶର ବହେରାଇଚ୍ର ମଟେରା ଥାନା ଇଲାକାରେ ଘଟିଥିବା ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ତାଜ୍ଜୁବ୍ କରିଦେଇଛି । ସେଠାରେ ଥିବା କିଷନପୁରରେ ରହୁଥିବା ଏକ ମୁସଲମାନ୍ ପରିବାରରେ…