ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I ଶୁକ୍ରବାର ଦିନ ଅପରାହ୍ନ 3 ଟାରେ ଜୟନଭାପି ମସଜିଦ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବାରାଣାସୀ କୋର୍ଟରେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଛି। ବାରାଣସୀ ଅଦାଲତର ଏହି…
ସୂର୍ଯ୍ୟ ମନ୍ଦିରରେ ପଶିଲା ପାଣି ଫୋକସ ପ୍ଲସ(କୋଣାର୍କ)୦୬/୦୮/୨୦୨୨ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସମସ୍ତ ଐତିହ ସ୍ଥଳ କୁ ପ୍ରବେଶ ଶୁଳ୍କ ଛାଡ ଯୋଗୁଁ, କୋଣାର୍କସୂର୍ଯ୍ୟ ମନ୍ଦିର କୁ…
ଅସହାୟ ପାଇଁ ସହାୟତା ହାତ ବିପଦର ସାଥି ଫୋକସ ପ୍ଲସ (ସାଲେପୁର)୧୦/୦୭/୨୦୨୨: କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଗ୍ରାମପଞ୍ଚାୟତରେ ସଦ୍ୟ ଗଢି ଉଠି ଥିବା ଏକ ସାମାଜିକ ଅନୁଷ୍ଠାନ ବିପଦର ସାଥି ପକ୍ଷରୁ କିଶୋରନଗର ଅନ୍ତର୍ଗତ…