ଖେଳ ପାକିସ୍ତାନକୁ ହରାଇଲା ଭାରତ Sukanta NayakOctober 6, 2024 ଦୁବାଇରେ ଟି-୨୦ ମହିଳା ବିଶ୍ବକପ୍ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତପାକିସ୍ତାନ-୧୦୫/୮, ଭାରତ-୧୦୮/୪ (୧୮.୫ ଓଭର)ଶେଫାଳୀ- ୩୨, ହରମନପ୍ରୀତ-୨୯, ଜେମିମା-୨୩ ରନ୍
ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଆସିବ ନିର୍ଦ୍ଦେଶାବଳୀ…. ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି’ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି’`ଅଶ୍ଳୀଳତା ପାଇଁ ଦର୍ଶକ ମାନେ ମଧ୍ୟ ଦାୟୀ’
୩୫୭ ରନ୍ ପଛରେ ବାଂଲାଦେଶ ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟତୃତୀୟ ଦିନ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ଇନିଂସରେ ୧୫୮/୪ବିଜୟ ପାଇଁ ବାଂଲାଦେଶକୁ ଦରକାର ୩୫୭ ରନ୍ଭାରତ ସ୍କୋର-୩୭୬ ଓ ୨୮୭ (ପାଳି ଘୋଷଣା)ବାଂଲାଦେଶ…
ଆଜି ପ୍ରଥମ ସେମିଫାଇନାଲ୍… କିଏ ଜିତିବ ଆଜିର ମ୍ୟାଚ? ମଙ୍ଗଳବାର ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଭେଟିବ ଷ୍ଟିଭେନ୍ ସ୍ମିଥଙ୍କ କଙ୍ଗାରୁ ଦଳକୁ। ସଦ୍ୟତମ ବିଗତ ଦୁଇଟି ଆଇସିସି ଇଭେଣ୍ଟ୍ ୨୦୨୩…