ଖେଳ ପାକିସ୍ତାନକୁ ହରାଇଲା ଭାରତ Sukanta NayakOctober 6, 2024 ଦୁବାଇରେ ଟି-୨୦ ମହିଳା ବିଶ୍ବକପ୍ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତପାକିସ୍ତାନ-୧୦୫/୮, ଭାରତ-୧୦୮/୪ (୧୮.୫ ଓଭର)ଶେଫାଳୀ- ୩୨, ହରମନପ୍ରୀତ-୨୯, ଜେମିମା-୨୩ ରନ୍
ବାବର ଛାଡିଲେ କ୍ୟାପଟେନ୍ସି ! କ୍ରିକେଟ ଜଗତରୁ ଆସିଲା ବଡ ଖବର । ପାକିସ୍ତାନକୁ ଲାଗିଲା ବଡ ଝଟକା । ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ପାକିସ୍ତାନ କ୍ରିକେଟ ଦଳର…
ଦକ୍ଷିଣ ଆଫ୍ରିକା ଆଗରେ ଭାରତର ୩୫୯ ଟାର୍ଗେଟ୍ ନିର୍ଦ୍ଧାରିତ ୫୦ ଓଭରରେ ଭାରତର ସ୍କୋର ୩୫୮/୫-ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ-କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍…
ବିବାହ କରିବେ କ୍ରିଷ୍ଟିଆନୋ ରୋନାଲ୍ଡ, ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ, ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କ୍ରିଷ୍ଟିଆନୋ ରୋନାଲ୍ଡ ଓ ଜର୍ଜିନା ରଡ୍ରିଗ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ତାଙ୍କ…