Breaking news ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ Sukanta NayakMay 22, 2025May 22, 2025 ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
କାଳବୈଶାଖୀ: ୧୦ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ…
ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ବାରାମ ଅଞ୍ଚଳରେ ଭାରତୀୟ ବାୟୁସେନାର ’ଚିତା‘ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । 👉ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ 👉 👉ହେଲିକପ୍ଟରରେ ଥବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ପହଞ୍ଚୁଛନ୍ତି ଉଦ୍ଧାରକାରୀ ଟି୍ମ ।
ସ୍ଵାମୀ ଘର ଆଗରେ ଧାରଣା ଫୋକସ ପ୍ଲସ 13/11/22(ଖୋର୍ଦ୍ଧା): ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ସ୍ତି ର ମାନ୍ୟତା ପାଇଁ ସ୍ଵାମୀ ଘର…