Breaking newsଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ବାରାମ ଅଞ୍ଚଳରେ ଭାରତୀୟ ବାୟୁସେନାର ’ଚିତା‘ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । FOCUS PLUSMarch 11, 2022 👉ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ 👉 👉ହେଲିକପ୍ଟରରେ ଥବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ପହଞ୍ଚୁଛନ୍ତି ଉଦ୍ଧାରକାରୀ ଟି୍ମ ।
ଗ୍ରାମ ବିକାଶ ଶିକ୍ଷା ନିକେତନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ I ଫୋକସ ପ୍ଲସ 7/4(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମୁଡାବାହାଲ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା।ବୁଧବାର ଅନୁଷ୍ଠିତ…
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର: ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି…
୫୦ଫୁଟ ତଳକୁ ଖସିଲା ପେଟ୍ରୋଲ ପମ୍ପ ଗାଡି ୪ ମୃତ ଫୋକସ ପ୍ଲସ ୧୧/୬/୨୨ (ନୟାଗଡ଼): ନୟାଗଡ଼ ବଡ଼ପଣ୍ଡୁସରରେ ପୋଲତଳକୁ ଖସିପଡ଼ିଲା ଡିଜେଲ ଟ୍ୟାଙ୍କର I ଭୟଙ୍କରବିସ୍ପୋରଣରେ 4ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ…