Breaking news ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ Sukanta NayakMay 22, 2025May 22, 2025 ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
ଶୋଇକି ଉଠିବା ପରେ ଥକି ଯାଉଛନ୍ତି କି ? ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଏହି ଟେକନିକ ଆସିବ ଆପଣଙ୍କ କାମରେ । କିଛିଦିନ ତଳେ ଗୁଗୁଲ ସିଇଓ ସୁୁନ୍ଦର ପିଚାଇ ଏକ ସାକ୍ଷାତକାରରେ କହିଥିଲେ କି…
୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନୁଗୁଳ: ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ…
କାୟା ବିସ୍ତାର କରୁଛି ମହାମାରୀ କରୋନା: ଆଲର୍ଟ ଜାରି କଲା WHO ଫୋକସ ପ୍ଲସ 12/4/23(ବ୍ୟୁରୋ): ଦେଶରେ ପୁଣି ଥରେ ବୃଦ୍ଧି ପାଉଛି କରୋନା ମହାମାରୀର ତାଣ୍ଡବଲୀଳା । ପୁଣିଥରେ କରୋନା ସଂକ୍ରମଣଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି ।…