ଅପରାଧ ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ Sukanta NayakAugust 22, 2025 ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଛଅ ଦଫା ଦାବିନେଇ ମହାନଗର ନିଗମ ଆଗରେ ଘଣ୍ଟ ବିକ୍ଷୋଭ ଫୋକସ ପ୍ଲସ 21/3/23(ବ୍ରହ୍ମପୁର):ବର୍ଦ୍ଧିତ ଘର ଟିକସ ଛାଡ଼, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଆଦି ଛଅ ଦଫା ଦାବିନେଇ ଆଜି ମାନବ ଅଧିକାର…
ମାକୁ ମାରି ପୋତିଦେଲା ସାବତ ବାପା || ଫୋକସ ପ୍ଲସ 11/1/2023(କଙ୍କଡ଼ାହାଡ଼): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ ଆସିଛି ଚାଞ୍ଚଲ୍ୟ କଲା ଭଳି ତଥ୍ୟ । ଜଣେ ମହିଳାଙ୍କୁ ଜୀବନରୁ ମାରି ପୋତି ଦେଇଥିବା…
ଯୁବକଙ୍କ ମୃତ ଦେହ ଠାବ ଗତ ୨୮ ତାରିଖ ଠାରୁ ଢେଙ୍କାନାଳ ସହର ଖମାର ସାହି ଅଞ୍ଚଳରେ ଏକ ଭୋଜିରେ ଯୋଗଦେବା ପରେ ଦିନ ପ୍ରାୟ ୩ଟା ପରଠାରୁ ଆଠଗଡ଼ ବୀରକିଶୋରପୁର ଅଞ୍ଚଳର…