ଅପରାଧ ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ Sukanta NayakAugust 22, 2025 ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
ଗଣହତ୍ୟା ଘଟଣା ଓ ସିଲଘରୁ ଚୋରୀ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଫୋକସ ପ୍ଲସ(କଟକ): କଟକ ଜିଲ୍ଳା ମାହାଙ୍ଗା ଥାନା କୁସୁପୁର ଠାରେ ଗତ ଏପ୍ରିଲ ୧୧ତାରିଖ ବିଳମ୍ୱିତ ରାତିରେ ଏହି ଗ୍ରାମର ଶିବ ସାହୁ ଜମିଜମାବିବାଦରୁ ତାର ବଡ଼ଭାଇ…
ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ଆଦେଶ, ଶାହି ଏଡ଼ଗଃ କମ୍ପ୍ଲେକ୍ସର ସର୍ଭେ କରାଯିବ | ପ୍ରୟାଜରାଜ 14/12(ଫୋକସ ପ୍ଲସ); ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଏଡ଼ଗଃ ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ଦଳର ଆବେଦନକୁ ଗ୍ରହଣ କରିଛନ୍ତି। ଶାହି ଏଡ଼ଗଃ କମ୍ପ୍ଲେକ୍ସର…
୩୦ ପେଟି ଦେଶୀ ମଦ ଓ ଦୁଇ ଚାରିଚକିଆ ଯାନ ଜବତ୍ ଫୋକସ ପ୍ଲସ(କୋଣାର୍କ)୦୬/୦୯/୨୦୨୨: ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଙ୍କ ନେତୃତ୍ୱରେ ୪ ଜଣିଆ ଟିମି ଅଚାନକ ଚଢ଼ାଉ, ନୟାହାଟ ଫାଣ୍ଡି ଠାରୁ ମାତ୍ର ଅଳ୍ପ ଦୂର…