ବାଣିଜ୍ୟ ସୁନା କିଣିବାକୁ ଡର ମାଡୁଛି Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ରାଜ୍ୟ ରାଜପଥ କୁ କବଯା କରିଛି ଏନ ଏଲ ସି କମ୍ପାନୀ ଫୋକସ ପ୍ଲସ(ରେଂରାଳୀ) ୧୨/୦୯/୨୦୨୨: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତଲାବିରା ଏନଏଲସି କମ୍ପାନୀ ର ଦବଙ୍ଗ ଗିରି କାହାରିକୁ ଖାତିର କରୁନି ସମ୍ବଲପୁର ରେଙ୍ଗାଲି ଅଂଚଳ ର ତଲାବିରା…
ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ମହଙ୍ଗା ହେବ ଏହି ସବୁ ଜିନିଷ ୟୁକ୍ରେନ୍-ଋଷ ଯୁଦ୍ଧ ସଙ୍କଟ ଯୋଗୁଁ ପ୍ରଭାବିତ ହେବେ ବହୁ ଦେଶ। ଗ୍ରାହକଙ୍କ ପକେଟ୍ ଉପରେ ପଡିବ ଏହାର ପ୍ରଭାବ। ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ କାରଣରୁ ବୈସ୍ଵିକ…
କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | କୋରାପୁଟ୧୪.୧୨.୨୦୨୩; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା | କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍,…