ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧକୁ ନେଇ କଂଗ୍ରେସର ମୌନବ୍ରତ ଫୋକସ ପ୍ଲସ 28/3/23(ବ୍ୟୁରୋ): କୋରାପୁଟ ଜିଲ୍ଲା ଜୟପୁର ଗାନ୍ଧୀଛକ ନିକଟରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି ଆଗରେ କୋରାପୁଟ ଜିଲ୍ଲା କଂଗ୍ରେସର ଶାନ୍ତିପୁର୍ଣ୍ଣ ଭାବେ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଥିଲା…
ମୁଖାଗ୍ନି ପାଇଁ ଜେଲରେ ପୁଅର ବେଲ୍ ମାଗୁଛି ମୃତ ମାଁ ଫୋକସ ପ୍ଲସ (ବୌଦ୍ଧ)୨୧/୦୭/୨୦୨୨: ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗ୍ରାମର ମେଘନାଦ ସାହୁ ।ଗତ ସେବା ସମବାୟ ନିର୍ବାଚନ ରେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା | ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।…