ରାଜନୀତିରାଜ୍ୟ ଆଜି କ୍ୟାବିନେଟ୍ ବୈଠକ Sukanta NayakSeptember 10, 2025September 10, 2025 ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ।ଅପରାହ୍ନ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଭିନ୍ନ ବିଭାଗରେ ୫ରୁ ଅଧିକ ପ୍ରସ୍ତାବ ଆସିପାରେ।ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଅଛି।
କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ବଢିଲା ଗିରଫ ସଂଖ୍ୟା। ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ ଗିରଫ ଅଭିଯୁକ୍ତମାନେ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ…
ଜଳିଗଲା ଚା ଦୋକାନ ଲକ୍ଷାଧୂକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ କନ୍ଧମାଳ: ଜିଲ୍ଲା ବଲିଗୁଡା ରେ ଜଳିଗଲା ଚା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା…
ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବ କଂଗ୍ରେସ ଭୁବନେଶ୍ୱର: କିଛି ଦିନ ପୂର୍ବରୁ ବିଧାନସଭାରେ କଂଗ୍ରେସ ହଙ୍ଗାମା କରି ରାଜ୍ୟବ୍ୟାପୀ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଏକ ଆନ୍ଦୋଳନର ସୂତ୍ରପାତ ଆରମ୍ଭ କରିଛି। ଓଡ଼ିଶା…