ଖେଳଦେଶ ବିଦେଶ ଆଜିଠୁ ‘ଏସିଆ’ ଲଢ଼େଇ Sukanta NayakSeptember 10, 2025 ଆଜି ଏସିଆ କପ୍ ପ୍ରଥମ ମ୍ୟାଚ୍ ଖେଳିବ ଭାରତ।ଆଜି ଏସିଆ କପ୍ ଖେଳିବ ଭାରତ।ପ୍ରଥମ ମ୍ୟାଚ୍ ୟୁଏଇ ସହ ଖେଳିବ ଟିମ୍ ଇଣ୍ଡିଆ।ଦୁବାଇରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍।୧୪ ତାରିଖରେ ପାକିସ୍ତାନ ସହ ଭାରତର ମୁକାବିଲା।୧୯ ତାରିଖରେ ଓମାନ୍ ସହ ଖେଳିବ ଟିମ୍ ଇଣ୍ଡିଆ।
ହେଡିଂଲି ଟେଷ୍ଟ: ଜୟସ୍ବାଲଙ୍କ ଶତକ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ୧୫୪ ବଲରୁ ୧୬ ଚୌକା ଓ ଗୋଟିଏ ଛକା ଜରିଆରେ ଶତକଟେଷ୍ଟ କ୍ୟାରିଅରର ପଞ୍ଚମ ଶତକ ହାସଲ କଲେଡେବ୍ୟୁରେ ସାଇ ସୁଦର୍ଶନ…
ଫ୍ୟାନଙ୍କୁ ନିରାଶ କରିବେ କି ବିରାଟ କୋହଲି ? ପାକିସ୍ତାନୀ ଟିଭି ଚ୍ୟାନେଲ ଜିଓ ନ୍ୟୁଜର ରିପୋର୍ଟ ଅନୁସାରେ ଦୁବାଇସ୍ଥିତ ଆଇସିସି ଏକାଡେମୀରେ ଦ୍ରୁତ ବୋଲିଂ ବିପକ୍ଷରେ ଅଭ୍ୟାସ କରୁଥିବା ବେଳେ ଏକ ବଲ୍ ବିରାଟ କୋହଲିଙ୍କ…
ଦର୍ଲିପାଲି NTPC ର ଭ୍ରାମ୍ୟମାଣ ଚିକିତ୍ସାଳୟ ଫୋକସ ପ୍ଲସ 27/5/22(ସୁନ୍ଦରଗଡ଼): ସୁନ୍ଦରଗଡ଼ ଦର୍ଲିପାଲି ଏନ୍ ଟି ପି ସି ପକ୍ଷରୁ ପାରିପାର୍ଶ୍ବିକ ଗ୍ରାମଗୁଡିକର ଜନସାଧାରଣଙ୍କୁ ହାତ ପାହାନ୍ତରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଭ୍ରାମ୍ୟମାଣ…