ରାଜନୀତିରାଜ୍ୟ ଆଜି କ୍ୟାବିନେଟ୍ ବୈଠକ Sukanta NayakSeptember 10, 2025September 10, 2025 ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ।ଅପରାହ୍ନ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଭିନ୍ନ ବିଭାଗରେ ୫ରୁ ଅଧିକ ପ୍ରସ୍ତାବ ଆସିପାରେ।ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଅଛି।
ଚାଉଳ ଦୁର୍ନୀତି ଘଟଣା, ନିର୍ଦ୍ଦୋଶ ସିଆସିସିଙ୍କ ଉପରେ କାର୍ଯାନୁଷ୍ଠାନ ଫୋକସ ପ୍ଲସ (କୋରାପୁଟ)୨୭/୦୭/୨୦୨୨: ସରକାର ପିଏମ୍ ପୋଷଣ ଯୋଜନାରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଆଧାର କରି କୋରାପୁଟ ଜିଲ୍ଲାରେ ପିଏମ୍…
ବିଜୁ ଜନତା ଦଳର ଯୁବନେତା ଉପରେ ପୁଣି ଭରସା ଫୋକସ ପ୍ଲସ(ବ୍ରହ୍ମପୁର)୨୩/୦୮/୨୦୨୨: ବିଜୁ ଛାତ୍ର ଜନତା ଦଳ ସଭାପତି ଜ୍ୟୋତି ରଞ୍ଜନ ସାହୁ ଏବଂ ବ୍ରହ୍ମପୁର ମହାନଗରର ଛାତ୍ର ସଭାପତି ଶୋଭନ ନାୟକ ଙ୍କୁ ସଭାପତି ଭାବରେ…
ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟରେ ସମସ୍ତ ଆବେଦନ କର୍ଣ୍ଣାଟକ ହାଇକୋର୍ଟର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନାହାନ୍ତି ହାଇକୋର୍ଟ…