ଦୁର୍ଘଟଣା ପରେ ଏୟାର ଇଣ୍ଡିଆକୁ ଏବେ ସାହାଯ୍ୟ ଆବଶ୍ୟକ

ଜୁନ୍ ମାସରେ ବିମାନ ଦୁର୍ଘଟଣା ପରେ, ସରକାର ଏବଂ ବିମାନ ଚଳାଚଳ ନିୟାମକମାନେ ଏୟାର ଇଣ୍ଡିଆର ସମସ୍ତ କାର୍ଯ୍ୟର ସୁରକ୍ଷା ଅଡିଟ୍ କଡ଼ାକଡ଼ି କରିଥିଲେ। ଏହି ଦୁର୍ଘଟଣା…

Breaking :ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍।

କେନ୍ଦ୍ରକୁ ଅନୁରୋଧ କରିଥିଲା ରାଜ୍ୟ ସୂଚନାଯୋଗ୍ୟ ଯେ ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ ଗୁଡ଼ିକୁ ୫୦-୫୦ ଅନୁପାତରେ ଏଥିପାଇଁ…

ଆରମ୍ଭ ହେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା

୫ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ଆ,ନ୍ଧ୍ରପ୍ରଦେଶର ଉପ୍ପଡ୍ କାକିନାଡ଼ାରେ କରିବ ଲ୍ୟାଣ୍ଡଫଲ୍ -ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ-କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’

୪ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ, ବଜାରରେ ବୁଲୁଛି ଦେଢ଼ ଲକ୍ଷରୁ ଅଧିକ!

ବିନିକା: ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତସୁବର୍ଣ୍ଣପୁର ବିନିକାରୁ ୪ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଜବତ ୮୦୩…

କଟକରେ କ୍ୟାମ୍ପ୍‌ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସେପଟେ ଇଣ୍ଟରନେଟ୍ ସେବା ଠପ୍।

କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା-ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା-ହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ସ୍ନାପ୍‌ଚାଟ୍ ଆଦି ୨୪ ଘଣ୍ଟା…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବନିମୟ ଘଟିଛି।

ପରତାପୁର ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ…

ଯାନ୍ତ୍ରିକ ତ୍ରୁଟି ପରେ ସ୍ପାଇସଜେଟର ବିମାନ ମଝି ଆକାଶରେ ଫେରିଗଲା, ପୁନେରେ କଲା ଅବତରଣ

ପୁନେ: ଆଜି ପୁନେରୁ ଦିଲ୍ଲୀ ଅଭିମୁଖେ ସ୍ପାଇସଜେଟର ଏକ ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ବିମାନ ଆରମ୍ଭ ହୋଇ ବିମାନବନ୍ଦରକୁ ଫେରିଯାଇଥିଲା ଏବଂ ସମ୍ପୂର୍ଣ୍ଣ…