Breaking news କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ Sukanta NayakOctober 30, 2025October 30, 2025 ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ ବାଘର ଗତିବିଧିକୁ ନଜର ରଖିଛି ସ୍ୱତନ୍ତ୍ର ଟିମ ଲଗାଯାଇଛି କ୍ୟାମେରା, ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ ଜଙ୍ଗଲକୁ ପଶୁପକ୍ଷୀ ଛାଡିବାକୁ ବାରଣ
ଆମେରିକା ହ୍ୱାଇଟହାଉସରେ ଗୁଳିମାଡ ଆମେରିକା ହ୍ୱାଇଟହାଉସ ପାଖରେ ଗୁଳିମାଡରାଷ୍ଟ୍ରପତି ଭବନର କିଛି ବ୍ଲକ ଦୂରରେ ଏହି ଗୁଳିକାଣ୍ଡ2 ନ୍ୟାସନାଲ ଗାର୍ଡଙ୍କ ସମେତ 3ଜଣ ଏଥିରେ ଆହତ ହୋଇଛନ୍ତିହାଇ ଆଲର୍ଟରେ ୱାସିଂଟନ ଡିସି…
ବଙ୍ଗୋପସାଗରରେ ଭୂକମ୍ପର ଝଟକା, ପ୍ରଭାବରେ ବିଶାଖାପାଟଣା ସହର ଥରିଲା ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ…
ସୁରତ ରେ ଓଡ଼ିଆ ଯୁବକଙ୍କୁ ହତ୍ୟା। ଫୋକସ ପ୍ଲସ 22/5/22 (ଗଞ୍ଜାମ): ଗଞ୍ଜାମ ଭଞ୍ଜନଗର ଥାନା ବଡକୋଦଣ୍ଡା ତଳ ସାହିର ବାସିନ୍ଦା ରବୀନ୍ଦ୍ର ସ୍ୱାଇଁ ଗତ ଅଗଷ୍ଟ ମାସରେ ସୁତାକଳରେ କାମ କରିବାକୁ ସୁରତ…