ହୀରାକୁଦର ୪ ଗେଟ୍ ଖୋଲିଲା, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ଆଜି ଖୋଲିଲା ହୀରାକୁଦ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍…

ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବିଧାନସଭା ବ୍ୟାରିଗେଡ ଭାଙ୍ଗି ପଶିଲା କାର

ରାଜଧାନୀ ଭୁବନେଶ୍ୱରରେ ହାଇ ସିକ୍ୟୁରିଟି ଏରିଆରେ ମଦ୍ୟପ ଗାଡି ଚାଳକଙ୍କ ଉନ୍ମତ୍ତ କାଣ୍ଡ । ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା ବ୍ୟାରିକେଡକୁ ପିଟିହେଲା…

କେରଳରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ, ୨ଜଣ ମୃତ ଓ ଅନେକ ନିଖୋଜ

ପ୍ରବଳ ବର୍ଷା ମଧ୍ୟରେ କେରଳର ୱାୟନାଡରେ ଭୂସ୍ଖଳନ । ୱାୟନାଡ ଭୂସ୍ଖଳନର ଭୟଙ୍କର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ପାଣି ସହ ବହୁ ଆବର୍ଜନା…

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା, ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ କାଏମ

ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ୨୦୦୮ ମସିହା ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା । ମାମଲାରେ ୩୮ ଜଣ ଅଭିଯୁକ୍ତଙ୍କୁ…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା, ଝାରପଡା ଜେଲରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ

ବାଲିଅନ୍ତା ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ଘଟଣା । ଆଜି ଝାରପଡା ଜେଲରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ । ବାଲିଅନ୍ତା ବର୍ବରକାଣ୍ଡରେ ପୀଡିତାଙ୍କୁ ଅସଦାଚରଣ ଘଟଣାର ହେବ ଛାନଭିନ…

ରାମ ମନ୍ଦିର ଦାନ ଚୋରି ଘଟଣା, ମନ୍ଦିର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟଙ୍କ ଇସ୍ତଫା ମଞ୍ଜୁର

ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟଙ୍କ ଇସ୍ତଫା ମଞ୍ଜୁର ହୋଇଛି । ଦାନ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଚମ୍ପତ ରାୟ ରାମ…

୨୪ ଘଣ୍ଟାରେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି, ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା

ଲଗାତାର ତିନି ଦିନ ଧରି ରାଜ୍ୟରେ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା…

ଶୁଭାରମ୍ଭ ହେଲା ପୁରୀ- କୋରାପୁଟ ଏକ୍ସପ୍ରେସ ଟ୍ରେନ, ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ

ରାଜ୍ୟରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଲଗାଣ ବର୍ଷା ଯୋଗୁଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ପ୍ରବଳ ବର୍ଷା ପାଇଁ ସ୍କୁଲ, କଲେଜ ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ସମସ୍ତ ସରକାରୀ…

ଓମ୍‌ସା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ

ଗତ ୧ ତାରିଖ ଠାରୁ ଦଶ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସ୍ଥଗିତ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ…

ବର୍ଷାରେ ଧସିଲା ୫୦ ଫୁଟର ପିଚୁ ରାସ୍ତା, ଯାତାୟତ ଠପ

ବର୍ଷାରେ ଧସିଲା ୫୦ ଫୁଟର ପିଚୁ ରାସ୍ତା । ଏକ ମାସ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲେ…