୨୪ ବର୍ଷ ଶାସନ ପରେ ପ୍ରାର୍ଥୀ ପାଇଲେନି, ୧୫୦ କିମି ଦୂରରୁ ପ୍ରାର୍ଥୀ ଆଣିଲେ’:ଅନୀଲ

ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗକୁ ଖଣ୍ଡନ ସହ ସମାଲୋଚନା କଲା ବିଜେପି-ବିଜେଡି ଜନାଦେଶକୁ ଅପମାନିତ କରୁଛି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ-‘ବିଜେଡି ନୂଆପଡ଼ାବାସୀଙ୍କ ଜନାଦେଶ ଓ ଗଣତନ୍ତ୍ରକୁ…

ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କଲେ ପିସିସି ସଭାପତି ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା:ପୃଥ୍ୱୀରାଜ

ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି…

ବିହାରରେ ନୁଆଁ ସରକାରଙ୍କ ଶପଥ ଗ୍ରହଣ ଆଗରୁ ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାଓ୍ବଡ଼େ ଶାହଙ୍କୁ ଭେଟିଛନ୍ତି।

ବିହାରରେ ବିପୁଳ ବିଜୟ ପରେ ଏନଡିଏ ପକ୍ଷରୁ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ…

ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ

ବିହାର: ରାଜନୀତିରେ ହାରଜିତ୍ ଲାଗି ରହିଥାଏ । କିନ୍ତୁ କହାରିବା ପାଇଁ କିଏ ନିଜ ପରିବାର ଛାଡେ ତାହା ରାଜନୀତି ଇତିହାସରେ ବି ନୂଆ । ରାଜନୀତିରେ…

3B ଙ୍କୁ ଲଙ୍ଗଳା କରିଦେଲେ ଏଲିନା, କହିଲେ…

ଏପଟେ ଚାଲିଛି ଭୋଟ୍‌ ଗଣତି ସେପଟେ ତେର୍ଚ୍ଛ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର ଓ ଏଲିନା ଦାଶ। ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଫେସ୍‌ବୁକ୍‌ରେ ବିଜେଡିକୁ ଟାର୍ଗେଟ କରି ଶ୍ରୀମୟୀ…

ନୂଆପଡାରେ ବିଜେପି ବାଜି ମାରିଛି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି ବାଜି ମାରିଛି।…

ଜୟଙ୍କ ବିରାଟ ବିଜୟ

ସରିଲା ଶେଷ ରାଉଣ୍ଡ, ଆସିଲା ଫଳାଫଳ।ସର୍ବାଧିକ ଭୋଟରେ ଜୟଙ୍କ ବିରାଟ ବିଜୟ।ବିଜେପିର ବଡ଼ ସଫଳତା।୧୨୨୮୯୮ ଖଣ୍ଡ ଭୋଟ୍ ରେ ବିଜେପିର ବିଜୟ।୩୯୯୮୭ ଭୋଟ୍ ରେ ଦ୍ୱିତୀୟ କଂଗ୍ରେସ।୩୮୦୧୧ରେ…

ନୂଆପଡାରେ ମୁଖ୍ୟମନ୍ତ୍ରୀ

ସୁନାବେଡ଼ାରୁ ଆସି ନୂଆପଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ।ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’।ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ଶୋ’।ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ଶୋ’।ସଭାପତି ମନମୋହନ ସାମଲ,…

ନୂଆପଡ଼ାରେ ଫୁଟୁଛି ବେଇମାନ ଶବ୍ଦର ବୋମା

ନୂଆପଡ଼ା: ନବୀନଙ୍କ ବେଇମାନ ବାଣ ପରେ ହୁଲୁସ୍ତୁଲ ନୂଆପଡ଼ାର ରାଜନୈତିକ ମାହୋଲ । ନବୀନ ଆସିଲେ, ଆଉ ଭାଷଣରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହି…