ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ଅଦ୍ୟାବଧି ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି ଗତଥରର ଚମ୍ପିଆନ୍‌ ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଏହା କୌଣସି ମ୍ୟାଚ୍‌ ହାରିନାହିଁ। ଫର୍ମରେ…

ବାତ୍ୟା ‘ମନ୍ଥା’:ଓଡ଼ିଶା ପାଇଁ ଟଳିଗଲା ବିପଦ। 

ଭୁବନେଶ୍ବର: ଓଡ଼ିଶା ପାଇଁ ଟଳିଗଲା ବିପଦ। ଏପରିକି ଆନ୍ଧ୍ରପ୍ରଦେଶରେ ମଧ୍ୟ ସାମୁଦ୍ରିକ ଝଡ଼ ‘ମନ୍ଥା’ର ସେଭଳି ଗୁରୁତର ପ୍ରଭାବ ଦେଖିବାକୁ ମିଳିନାହିଁ। ବାତ୍ୟାର ଆଖି ନଥିବାରୁ ବଙ୍ଗୋପସାଗରରେ…

ବାତ୍ୟା ମୋନ୍ଥା ଦୃଷ୍ଟିରୁ ଆନ୍ଧ୍ର ସରକାରଙ୍କ କଟକଣା

ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଛି ‘ମୋନ୍ଥା’। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୀଷଣ…

ଆରମ୍ଭ ହେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା

୫ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ଆ,ନ୍ଧ୍ରପ୍ରଦେଶର ଉପ୍ପଡ୍ କାକିନାଡ଼ାରେ କରିବ ଲ୍ୟାଣ୍ଡଫଲ୍ -ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ-କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’

ନଭେମ୍ବର 1ରୁ GST ପଞ୍ଜିକରଣ ହେବ ସହଜ, ମାତ୍ର 3 ଦିନ ମଧ୍ୟରେ ଅନୁମୋଦନ ମିଳିବ

କେନ୍ଦ୍ର ସରକାର ନଭେମ୍ବର 1 ତାରିଖରୁ ଏକ ନୂତନ ଏବଂ ସରଳୀକୃତ GST ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ଦ୍ୱାରା ନୂତନ ଆବେଦନକାରୀମାନେ ମାତ୍ର…

କଟକରେ କ୍ୟାମ୍ପ୍‌ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସେପଟେ ଇଣ୍ଟରନେଟ୍ ସେବା ଠପ୍।

କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା-ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା-ହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ସ୍ନାପ୍‌ଚାଟ୍ ଆଦି ୨୪ ଘଣ୍ଟା…

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର, ୧୩/୦୯: ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ।  ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ କେନ୍ଦୁଝରରେ ପହଞ୍ଚିବା ପରେ  ଶୂନ୍ୟ ଦୁର୍ଘଟଣା…

ଆଜିଠାରୁ ଏସିଆ କପ୍ ପାଇଁ ଲଢ଼େଇ ଆରମ୍ଭ

ଏସିଆ କପରେ ଭାରତ ସବୁଠାରୁ ସଫଳ ଦଳ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଭାରତୀୟ ଦଳ ଏଥର ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାକୁ ଚାହିଁବ।ଭାରତୀୟ ଦଳ ଶ୍ରୀଲଙ୍କା, ପାକିସ୍ତାନ…

କିଛି ଘଣ୍ଟା ମଧ୍ୟରେ ଯମୁନା ଜଳସ୍ତର ୨୦୭.୪୦ ଅତିକ୍ରମ କରିବ

କିଛି ଘଣ୍ଟା ମଧ୍ୟରେ ଯମୁନା ଜଳସ୍ତର ୨୦୭.୪୦ ଅତିକ୍ରମ କରିବ, ବର୍ଷା ଏବଂ ଜଳବନ୍ଦୀ ଲୋକଙ୍କ ସମସ୍ୟା ବୃଦ୍ଧି କରିଛିକେନ୍ଦ୍ରୀୟ ଜଳ ଆୟୋଗ ଏକ ନୂତନ ପରାମର୍ଶ…