ମାଙ୍କଡ଼ାପଥର ଓ ମୋରମ ଗଦାରୁ ବେଧଡ଼କ ଲୁଟ୍‌

ସୁକିନ୍ଦା ତହସିଲ ଆମ୍ପଳୋବା ପଞ୍ଚାୟତ ଜାମୁପଶି ଗାଁର ସରପଞ୍ଚ ନବଜ୍ୟୋତି ସାହୁଙ୍କ ନାରେ ଅଭିଯୋଗ ହୋଇଛି। ପୋଖରୀ ପାର୍ଶ୍ବରେ ଥିବା ମଙ୍ଗଳା ମନ୍ଦିରରେ ୩ ବର୍ଷ ତଳୁ…

ଦିଲ୍ଲୀ ଯିବେ ସୁରୁ ତୁରିଆ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପାଖକୁ ଆସିଛି ଦିଲ୍ଲୀ ଡାକରା ରାଷ୍ଟ୍ରପତି ଭବନରୁ । ଆଦିବାସୀ ମହିଳା…

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର : ରାଜଧାନୀରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର…

ସୋର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍! 

ସୋର, ୪/୮ : ବାଲେଶ୍ଵର ଜିଲ୍ଲା ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ବ୍ୟବସାୟୀଙ୍କ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ଲୁଟ୍। ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୋର…

କଲିକତା ଯାଇ ଦିଦିଙ୍କ ସହ କଥା ହୋଇ ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ କହିଲେ ମନ୍ତ୍ରୀ ।

ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ | ଆମେ ପଶ୍ଚିମବଙ୍ଗ କିମ୍ବା…

ଆସନ୍ତା କାଲି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

କାଲି ଶ୍ରୀମନ୍ଦିରରେ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଚିତାଲାଗି ନୀତିଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥଙ୍କ ଦର୍ଶନଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବାରୁ ଦର୍ଶନ ବନ୍ଦପ୍ରଥମ…

ଗାଧୋଇବା ବେଳେ ଅଘଟଣ!

ଛେଣ୍ଡିପଦା: ଅନୁଗୁଳ,ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ…

ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ:ମନ୍ତ୍ରୀ

ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା,…

ଆଜିଠୁ ଇଣ୍ଡିଆ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,ବୁମ୍‌ରା ଖେଳିବା ନେଇ ହୋଇନି ସ୍ପଷ୍ଟ

ଆଜିଠୁ ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ-ଅପରାହ୍ଣ ସାଢ଼େ ୩ଟାରେ ଆରମ୍ଭ ହେବ ମ୍ୟାଚ୍-ଦଳରେ ପରିବର୍ତ୍ତନ କରିପାରେ ଟିମ୍‌ ଇଣ୍ଡିଆ-ଯଶପ୍ରୀତ୍‌ ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ

ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ।

ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ। ଦେବାକୁ ପଡିବ ଅତିରିକ୍ତ ଦର। ରେଳ ମନ୍ତ୍ରଣାଳୟ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବଢାଇବା…

ରଥ ଯାତ୍ରା ଆଉ ୩ ଦିନ,ଶ୍ରୀକ୍ଷେତ୍ରର ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ  ବିଭାଗ

ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ ୧୯ଟି ଠିପି ବନ୍ଦ, ୧୨ଟି ଠିପି ଖୋଲା ଓ ୬ଟି ଲାଇସେନ୍ସ…