Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
“ବନ୍ଧୁ ଏଥର ଖେଳ ହେବ” ନାରା ର ସତ୍ୟତା ପ୍ରତିପାଦନ କଲେ କୋଦଳା ଏନଏସି ବାସୀ | ” ବନ୍ଧୁ ଏଥର ଖେଳ ହେବ “| ପୌର ନିର୍ବାଚନ ପ୍ରଚାର ମୈଦାନ ରେ ଏହି ନାରା ଦେଇ ବିଜେପି ପକ୍ଷରୁ ନିର୍ବାଚନ ରଣାଙ୍ଗନ କୁ ଯେଉଁଭଳି…
ଦୋଷୀ ସାବ୍ୟସ୍ତ ହେଲେ ୟାସିନ ମଲିକ ଫୋକସ ପ୍ଲସ 19/5/22:କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଙ୍ଗଳବାର ଦିନ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲେ I ସେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA)…
ଯେହେତୁ ମାମଲା ଗୁଡ଼ିକ ହ୍ରାସ ପାଉଛି, WHO ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ‘କୋଭିଡ୍ ସମାପ୍ତ ହୋଇନାହିଁ’ | କୋଭିଡ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଡାକ୍ତର ଟେଡ୍ରୋସ ଆଡାନୋମ ଗେବ୍ରେସସ୍ ଚେତାବନୀ ଦେଇଛନ୍ତି ଯେ କୋଭିଡ ସମାପ୍ତ ହୋଇନାହିଁ।ବିଶ୍ୱ…