Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ହୋଟେଲ ସହ ତିନିଟି ଦୋକାନ ଜଳି ଭସ୍ମୀଭୂତ ବାଲେଶ୍ଵର ଡିଆଇସି ଛକ ନିକଟରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ହୋଟେଲ । ଗ୍ୟାସ୍ ଟାଙ୍କି ଫାଟି ହୁତୁହୁତୁ ଜଳିଲା ନିଆଁ । ଆଇଟି ଛକ…
ଥମୁନି ଛାତ୍ରୀ ମୃତ୍ୟୁ ମାମଲା ଫୋକସ ପ୍ଲସ 27/4/23(ଯାଜପୁର): ଯାଜପୁର ଜ଼ିଲ୍ଲା ରେ ଥମୁନି ଛାତ୍ରୀ ମୃତ୍ୟୁ ମାମଲା.ବିଗତ କିଛି ଦିନ ତଳେ ରଗଡ଼ି ସରକାରୀ ବୈଷୟିକ ଶିକ୍ଷା କେନ୍ଦ୍ରରେ ରୋଜାଳିନୀ ନୀଙ୍କ…
୨୫ କିଲୋଗ୍ରାମ ହରିଣ ମାଂସ ଜବତ । ଫୋକସ ପ୍ଲସ 8/5/22 (ବାଲେଶ୍ୱର): ହରିଣ ମାଂସ ଚୋର ଚାଲାଣ ବେଳେ ଜବତ କଲା ବନ ବିଭାଗ। କେନ୍ଦ୍ରାପଡ଼ା ରୁ ପାରାଦ୍ବିପକୁ ହରିଣ ମାଂସ ଚାଲଣ ହେଉଥିବା…