ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଫୋକସ ପ୍ଲସ ୧୦/୬/୨୨ (କଟକ): ବାଲୁଗାଁ ରେ ବିଷ ପାନ କରି ଯୁବକ-ଯୁବତୀ ଙ୍କର ମୃତ୍ୟୁ , ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ଏଭଳି ଘଟଣା…
ଜେଏସଡବ୍ଲୟୁ ପାଇଁ ନାହିଁ ଆଇନକାନୁନ ଫୋକସ ପ୍ଲସ ୧୭/୦୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପଆଞ୍ଚଳ ରେ ଦିନକୁ ଦିନ ବଣ ଜଙ୍ଗଲ, ପାହାଡ଼ ପର୍ବତ, ଗଛ ଲତା ସଫା ହେବାରେ ଲାଗିଛି।…
ଅଧା ରହିଗଲା ତାଳଦା ସେତୁ ଫୋକସ ପ୍ଲସ(ଅସ୍ତରଙ୍ଗ)୧୧/୦୮/୨୦୨୨: ଅଧା ପାନ୍ତିରିଆ କାମ କରି ଦୁଇ ଦୁଇ ଟି ଠିକା ସଂସ୍ଥା ଛୁ…! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଖଣ୍ତାସାହି ତାଳଦା ମଧ୍ୟ…