ପାଣିପାଗ ସୂଚନା ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତା Sukanta NayakSeptember 21, 2024 ସମ୍ବଲପୁର: ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତାହୀରାକୁଦ ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ଜଳଭଣ୍ଡାରକୁ ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ ଫୁଟ୍ ଜଳ
୫ ଦିନ ନିର୍ଧୂମ ଛେଚିବ ! -ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା-ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ନେଇ ଏସ୍ଆରସିଙ୍କ ପକ୍ଷରୁ ସୂଚନା-୭ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ…
୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ! ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରବଳ ଛେଚିବ ବର୍ଷା। ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ…
ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ ଫୋକସ ପ୍ଲସ 17/3/23(ବ୍ୟୁରୋ): ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ । ନେଲାଣି ୩୨୫ ଜୀବନ । ଫ୍ରେଡୀ ବାତ୍ୟାରେ ଛାରଖାର ମାଲୱି । ବାତ୍ୟା ତାଣ୍ଡବ ରଚୁଥିବା…