ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ଆଶା କର୍ମୀଙ୍କୁ ଗଣଦୁଷ୍କର୍ମ ଫୋକସ ପ୍ଲସ(ପାରାଦୀପ)୨୮/୦୮/୨୦୨୨: ପାରାଦୀପ ରେ ଜଣେ ଆଶାକର୍ମୀ ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଜୈନିକା ଆଶା କର୍ମୀ ପାରାଦୀପ୍ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି | ଜୈନିକା…
ଡାକ୍ତରଖାନା ପରିସରରେ ଭୃଣ ହତ୍ୟା ଫୋକସ ପ୍ଲସ ୩/୨/୨୩(କୋରାପୁଟ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କେହି ଜଣେ ଭୃଣ ହତ୍ୟା କରି ପକାଇ ଦେଇଥିବା ଭଳି ଘଟଣାକୁ…
ଋଣ ଟଙ୍କା ଉଠାଣକୁ ନେଇ ଆଳି ସମବାୟ ବ୍ୟାଙ୍କ ରେ ଶାଖା ପରିଚାଳକଙ୍କ ସହ ଗ୍ରାହକଙ୍କ ବିବାଦ ଥାନାରେ ଉଭୟପକ୍ଷଙ୍କ ଏତଲା ଆଳି ବ୍ଲକ ନିଆଳି ସ୍ଥିତ ଆଳି କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ଼ ଆଳି ଶାଖାରେ ଆଜି ଅପରାହ୍ନ ସାଢ଼େ ଦୁଇଟା ସମୟରେ…