ପାଣିପାଗ ସୂଚନା ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତା Sukanta NayakSeptember 21, 2024 ସମ୍ବଲପୁର: ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତାହୀରାକୁଦ ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ଜଳଭଣ୍ଡାରକୁ ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ ଫୁଟ୍ ଜଳ
୬ରେ ଖୋଲିବ ହୀରାକୁଦ ଡ୍ୟାମ୍ ଆସନ୍ତା ୬ରେ ଖୋଲିବ ହୀରାକୁଦ ଡ୍ୟାମ୍ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ପୂଜାର୍ଚ୍ଚନା ପରେ ଖୋଲିବ ହୀରାକୁଦ ଗେଟ୍ କ୍ଲିକ କରି ଦେଖନ୍ତୁ ଦମ୍ ଦାର ଖବର
୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅସହ୍ୟ ଗରମରୁ ମିଳିବ ସାମୟିକ ଆଶ୍ୱସ୍ତି। ରାଜ୍ୟରେ ଆଜିଠାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ବିଭିନ୍ନ…
ଗାଁ ରେ ପଶିଲା ଵନ୍ୟା ଜଳ ଫୋକସ ପ୍ଲସ(କୋଣାର୍କ)୧୬/୦୮/୨୦୨୨: କୁଶଭଦ୍ରା ନଦୀ ନେତପୁର ଠାରେ ଥିବା ପାଇକସାହି ତିନିମୁହାଣି ଶଙ୍ଖ ଭାଙ୍ଗି ଵନ୍ୟା ଜଳ ଗ୍ରାମ ଭିତରେ ପଶିଵାରେ ଲାଗିଛି। ଗ୍ରାମବାସୀଙ୍କ କହିବାମୁତାବକ ଦୀର୍ଘ…