ମୁଖ୍ୟ ଖବର ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ Sukanta NayakJanuary 29, 2025 ସମ୍ବଲପୁର ବନଖଣ୍ଡ ଯାଦୁଲୁଇସିଂହ ଆମପଡ଼ାରେ ମୃତ୍ୟୁକେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ଅସ୍ପଷ୍ଟହାତୀମୃତ୍ୟୁ ନେଇ ଘଟଣାସ୍ଥଳରେ ବନବିଭାଗର ତଦନ୍ତ
ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ | ଉତ୍ତରାଖଣ୍ଡ 24/11/2023; ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ବତନ୍ତ୍ର…
ଖତ ଖାଉଛି ଆମ୍ବୁଲାନ୍ସ || FocusPlus ଫୋକସ ପ୍ଲସ 23/12/2022(ଦଶପଲ୍ଲା): ଜନତାଙ୍କ ବିଶ୍ବାସ ପ୍ରତି କୁଠାରଘାତ।ଆମ୍ବୁଲାନ୍ସ ନାଁରେ ଲୋକଙ୍କୁ ଦେଖାଇଲେ ଦିବା ସ୍ବପ୍ନ।ଭାଷଣରେ ଦରଦୀର କଥା,କାର୍ଯ୍ୟରେ ଉଦାସୀନତା।ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୂଆଁ ବୁଲାଉଛନ୍ତି ଜନପ୍ରତିନିଧି।ଦଶପଲ୍ଲା ବ୍ଲକର…
ଆସୁଛି ସାବିତ୍ରୀ,ବଜାରରେ ଫଳ ଦର ଆକାଶଛୁଆଁ ଫୋକସ ପ୍ଲସ 28/5/22(ଅସ୍ତରଙ୍ଗ ): ଅସ୍ତରଙ୍ଗ ବଜାର ରେ ଆମ୍ବ ଦର ଆକାଶଛୁଆଁ, ହୋଲ ସେଲ ମାର୍କେଟ ରେ ଆମ୍ବ ଦର 60ଟଙ୍କା ଉପରେ , ଖୁଚୁରା…