ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ସମସ୍ୟା ଦେଇ ଗତିକରୁଛନ୍ତି ମାଲ ବାହି ଟ୍ରେନଚାଳକ ଫୋକସ ପ୍ଲସ(ଯାଜପୁର)୨୨/୦୮/୨୦୨୨: ଯାଜପୁର ରୋଡ ଯଖପୁରା ମାଲ ବାହି ରେଳ ଚାଳକଙ୍କ ଏକ ବୈଠକ ଯାଜପୁର କେନ୍ଦୁଝର ରୋଡ ରେଳବାଇ ଷ୍ଟେସନ ନିକଟସ୍ଥ ଉତ୍ସବ ପ୍ୟାଲେସ ଠାରେ…
ବ୍ଲାକମେଲ କରିବା ମାମଲାରେ ୫ ଗିରଫ ଫୋକସ ପ୍ଲସ ୧୧/୬/୨୨ (ଜୟପୁର): ଯୁବକ ଏବଂ ଯୁବତୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁହିଁଙ୍କ ଅଶ୍ଳୀଳ ଭିଡ଼ିଓ ସୁଟ କରିବ୍ଲାକ ମେଲ କରିବା ମାମଲାରେ ୫…
ଜମନକିରାରେ ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ | ଜମନକିରା06/01/24; ସର୍ବ ଭାରତୀୟ ଡ୍ରାଇଭର ମହା ସଂଘର ଆହ୍ବାନ କ୍ରମେ ଜମନକିରା ବ୍ଲକରେ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ସ୍ତିଆରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ।ସହର…