ରାଜନୀତି ୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ:ପ୍ରଭାତ Sukanta NayakMay 29, 2025 ମେ’ ୨୯ର ଅପରେସନକୁ ନେଇ ବଡ଼ ବୟାନକଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ୨୦୧୨ ମସିହା ମେ’ ୨୯କୁ ଭୁଲି ହେବନି ପ୍ରଭାତ‘୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ’‘ସାଧୁ ମୁଣ୍ଡରେ ଅଠା ବୋଳିଲା ଭଳି ହୋଇଥିଲା’
ଚୋର ଙ୍କ ସହ ସଂସଦରେ ବସିବି ନାହିଁ : ଇମ୍ରାନ ଖାନ ଫୋକସ ପ୍ଲସ (ବ୍ୟୁରୋ )12.04.22 : ପାକିସ୍ତାନ ର ରାଜନୀତି ପ୍ରତେକ ଦିନ ମୋଡ଼ ପରିବର୍ତନ ହେଉଛି l ପ୍ରତେକ ଦିନ କିଛି ନା କିଛି ତଥ୍ୟ…
ଲୋକମାନେ ଯୋଗୀଙ୍କୁ ପୁନର୍ବାର ୟୁପି ସିଏମ୍ ଭାବରେ ପରିଣତ କରିଛନ୍ତି, ଆମେ ଆଜି ଜଣେ ନେତା ଚୟନ କରିଛୁ: ଅମିତ ଶାହା | ୟୁପିରେ ବିଜେପିର ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି ଏବଂ ଦଳର ସଦସ୍ୟମାନେ…
ଶପଥ ନେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଭୁବନେଶ୍ୱର: ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଗୁରୁବାର ମଧ୍ୟାହ୍ନରେ ବିଧାୟକ ଭାବେ ଶପଥ ନେଇଛନ୍ତି । ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ…